କରୋନା ମହାମାରୀ ସମୟରେ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ କଲେଜ ଛାତ୍ରୀ

ପାଳଲହଡ଼ା : ମହାମାରୀ କରୋନା ଯୋଗୁଁ ପାଖାପାଖି ୪ ମାସ ହେଲା ସ୍କୁଲ୍‌ ବନ୍ଦ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାଳଲହଡ଼ା ବ୍ଲକ୍‌ରେ ଏହାର ସୁଫଳ ମିଳୁନାହିଁ। କାରଣ ଆଦିବାସୀ ବହୁଳ ଏହି ବ୍ଲକ୍‌ର ଅନେକ ଲୋକ ଗରିବ। ଆଣ୍ଡ୍ରଏଡ଼୍‌ ଫୋନ୍‌ କିଣିବା ପାଇଁ ସେମାନଙ୍କର ସମ୍ବଳ ନାହିଁ। ଅନେକ ସ୍ଥାନରେ ମୋବାଇଲ୍‌ ନେଟୱର୍କ ବି ଆସୁନାହିଁ। ପିଲାମାନଙ୍କ ପାଠପଢ଼ା … Continue reading କରୋନା ମହାମାରୀ ସମୟରେ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ କଲେଜ ଛାତ୍ରୀ